RELIGION ପବିତ୍ର ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମା’ସାଆନ୍ତାଣୀ ATRNEWS BUREAU 24 Jun 2023 ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ହେରାପଞ୍ଚମୀ । ରତ୍ନବେଦୀ ଛାଡି ଜନ୍ମ ବେଦୀରେ ଲୀଲାଖେଳା କରୁଛନ୍ତି ଚତୁର୍ଦ୍ଧାମୂରତି । ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମା ଲକ୍ଷ୍ମୀ ... Read More »