ପିତୃପକ୍ଷରେ ଆର୍ଥିକ ସମସ୍ୟା ପାଇଁ ଯଦି ଶ୍ରାଦ୍ଧ ଦେଇ ପାରୁ ନାହାନ୍ତି ତେବେ କରନ୍ତୁ ଏହି ଉପାୟ, ଦୂର ହେବ ପିତୃଦୋଷ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ପିତୃପକ୍ଷ । ଏହି ଅବସରରେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ ଶ୍ରାଦ୍ଧ ଦିଆଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସାମର୍ଥ୍ୟ ଅନୁସାରେ ଶ୍ରାଦ୍ଧ ଦେଇଥାନ୍ତି । ଯାହାଦ୍ୱାରା ...