ଏହି ଆକାଉଣ୍ଟ ହୋଲ୍ଡରର୍ସଙ୍କୁ ୨ ଲକ୍ଷ ଟଙ୍କାର ଆକ୍ସିଡେଣ୍ଟାଲ ଇଂସ୍ୟୁରାନ୍ସ କଭର ଦେଉଛି ଏସବିଆଇ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିକାଲିର ଦୁନିଆରେ ଇଂସ୍ୟୁରାନ୍ସ କଭର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଜରୁରୀ । ଏହାଦ୍ୱାରା ପଲିସିହୋଲଡରଙ୍କ ସହିତ ଯଦି କୌଣସି ଦୁର୍ଘଟଣା ଘଟୁଛି ତେବେ ତାଙ୍କୁ ଇଂସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଟଙ୍କା ...