ପୁଣି ସହାୟତାର ହାତ ବଢାଇଲେ ସୋନୁ, ଏହି ହସ୍ପିଟାଲକୁ ପଠାଇଲେ ୧୦ ଅକ୍ସିଜେନ୍ ଜେନେରେଟର
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଆତଙ୍କ ରଚୁଛି କରୋନାର ଦ୍ୱିତୀୟ ଲହର । ସ୍ଥିତି ଏତେ ମାତ୍ରାରେ ବିଗିଡିଲାଣି କି ହସ୍ପିଟାଲରେ ରୋଗୀଙ୍କୁ ବେଡ୍ ମିଳୁନାହିଁ । ସେହିପରି ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ଅଭାବ ...