ଖେଳାଳୀଙ୍କ ସ୍ୱାସ୍ଥ୍ୟ ପାଇଁ ଅଲମ୍ପିକ ସ୍ଥଗିତ କରିବା ଜରୁରୀ ଥିଲା: ରିଜୁଜ୍
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ଅଲମ୍ପିକ-୨୦୨୦ ସ୍ଥଗିତ କରିବାର ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି (ଆଇଓସି)ର ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରୀୟ କ୍ରୀଡା ମନ୍ତ୍ରୀ କିରଣ ରିଜୁଜ୍ । ଆଇଓସି ଏବଂ ଟୋକିଓ ଅଲମ୍ପିକ-୨୦୨୦ ର ...