ଟୀକାକରଣକୁ ନେଇ ନୂତନ ଗାଇଡଲାଇନ ଜାରି କଲା କେନ୍ଦ୍ର,ଜାଣନ୍ତୁ କରୋନାରୁ ସୁସ୍ଥ ହେବା ପରେ କେତେଦିନ ପରେ ନେବେ ଟୀକା
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୀକାକରଣକୁ ନେଇ କେନ୍ଦ୍ରର ନୂତନ ଗାଇଡଲାଇନ୍ । ସଂକ୍ରମିତ ହୋଇଥିବା ଲୋକଙ୍କୁ ଟୀକାକରଣରେ ତିନି ମାସ ବିଳମ୍ବ ହେବ ବୋଲି କେନ୍ଦ୍ର ସରକାର ଶୁକ୍ରବାର ଦିନ କହିଛନ୍ତି। ଏଥିରେ ଏକ ...