ଖୁବ୍ ଶୀଘ୍ର ପିଲାଙ୍କୁ ଦିଆଯିବ କରୋନା ଟୀକା, କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହରି ଜାରି ରହିଥିବା ବେଳେ ଏବେ ତୃତୀୟ ଲହରି ପାଇଁ ଚେତାବନୀ ଜାରି କରାଯାଇି । ଯେଉଁଥିରେ ଛୋଟ ଛୁଆମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କ ...