ODISHA ମହାରାଷ୍ଟ୍ର ହସ୍ପିଟାଲରେ ଅଗ୍ନିକାଣ୍ଡ ATRNEWS BUREAU 09 Jan 2021 ମହାରାଷ୍ଟ୍ର(ଏଟିଆର ବ୍ୟୁରୋ):ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା ହସ୍ପିଟାଲରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣ ଶିଶୁଙ୍କର ମୁତ୍ୟୁ ହୋଇଥିବାର ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।ନିଆଁ ... Read More »