କ୍ୟାପିଟାଲ ହସ୍ପିଟାଲରେ ୨ଜଣ ଡାକ୍ତର ହେଲେ କରୋନା ପଜିଟିଭ
ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଏହାର ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଆଜି କ୍ୟାପିଟାଲ ହସ୍ପିଟାଲରେ ୨ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ...