ଭିତରକନିକାରେ ଚିହ୍ନଟ ହୋଇଛନ୍ତି ୫ ପ୍ରକାରର ଡଲଫିନ
ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଭିତରକନିକ ଅଞ୍ଚଳରୁ ପ୍ରବାହିତ ନଦୀରୁ ୫ ପ୍ରକାରର ଡଲଫିନ ଚିହ୍ନଟ ହୋଇଛନ୍ତି । ଚିଲିକାରେ କେବଳ ଇରାଓ୍ୱାଡି ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଥିବା ବେଳେ ଭିତରକନିକାରେ ଇରାଓ୍ୱାଡି. ବଟଲନୋଜ, ହମ୍ପବ୍ୟାକ୍, ପାନଟ୍ରୋପିସିଆଲ, ଫିନଲେସ ...