ଇଣ୍ଡୋନେସିଆର ଦୂତାବାସ କୋଠରୀର ନାମ “ବିଜୁପଟ୍ଟନାୟକ ରୁମ”
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ବିଜୁ ପଟ୍ଟନାୟଙ୍କୁ ମିଳିଲା ଇଣ୍ଡୋନେସିଆର ସମ୍ମାନ । ନୂଆଦିଲ୍ଲୀ ଦୂତାବାସ ରେ ଏକ କକ୍ଷକୁ ବିଜିବାବୁଙ୍କ ନାମରେ ନାମିତ କରାଯାଇଛି । କୋଠରିର ଗୋଟେ ପାଶ୍ୱରେ ଇଣ୍ଡୋନେସିଆର ମୁକ୍ତିଯୁଦ୍ଧରେ ବିଜୁବାବୁଙ୍କ ବିଷୟରେ କିଛି ...