ସ୍ୱାସ୍ଥ୍ୟସେବାକୁ ତ୍ୱରାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏବଂ ରାଜ୍ୟବାସୀଙ୍କୁ ଅତ୍ୟାଧିକ ସେବା ଯୋଗାଇବା ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟ କରୁଛନ୍ତି । କଟଖର ଶ୍ରୀରାମଚନ୍ଦ୍ର ମେଟିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ...