ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ
ବ୍ରହ୍ମପୁର(ଏଟିିଆର ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ କରୋନା କଟକଣା କୁ ଦୃଷ୍ଟିରେ ରଖି ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ,ପର୍ଯ୍ୟଟନସ୍ଥଳୀ,ଗୋପାଳପୁର,ସୋନପୁର ବେଳାଭୂମି,ରାମଲିଙ୍ଗେଶ୍ୱର ...