ମହାନଦୀରେ ବୋଟିଂ କରିବା ସହ ପର୍ଯ୍ୟଟକମାନେ ବୁଲିପାରିବେ ଚମ୍ପାନଦୀ ମନ୍ଦିର ଓ ଦେଓଝର ଜଳପ୍ରପାତ
ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଉଦଘାଟନ ପୂର୍ବରୁ ଆରମ୍ଭ ହେଲାଣି ବାଲିପୁଟ –ସାତକୋଶିଆ ଇକୋ- ରିଟ୍ରିଟର ବୁକିଂ । ଏ ପର୍ଯ୍ୟନ୍ତ ୫୦ ରୁ ଅଧିକ ପର୍ଯ୍ୟଟକ କଟେଜରେ ରାତ୍ରିଯାପନ କରିବା ପାଇଁ ବୁକିଂ କରି ସାରିଲେଣି । ...