ଦିଲ୍ଲୀ ଏମ୍ସ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କରୋନା ଟିକା
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ଦିଲ୍ଲୀ ଏମ୍ସ୍ ଟିକା ପ୍ରଦାନ କରାଯାଇଛି । ଏହି ଟିକା ନେବାର ପ୍ରଥମ ବ୍ୟକ୍ତି ହେଉଛନ୍ତି ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାର ...