ODISHA ୧୦ ଦିନରେ ବାତିଲ ହେଲା ୯୭ ଲାଇସେନ୍ସ ATRNEWS BUREAU 03 Dec 2020 ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜଧାନୀରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ଼୍ରାଇଭିଂ ଲାଇସେନ୍ସ ବାତିଲ ଯୋଜନା କଡ଼ାକଡ଼ି କରାଯାଇଛି । ଗତ ୧୦ ଦିନ ମଧ୍ୟରେ ଏହି କାରଣରୁ ୯୭ ଜଣ ଲୋକଙ୍କ ଡ଼୍ରାଇଭିଂ ଲାଇସେନ୍ସ ... Read More »