ମୋରଟୋରିୟମ୍ ଋଣ ମାମଲା; ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟରେ ସ୍ଥଗିତ ରହିଲା ଶୁଣାଣି
ଭୁବନେଶ୍ୱର(ଏଟିଆର ବ୍ୟୁରୋ):ମୋରେଟୋରିୟମ୍ ଋଣ ମାମଲାରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଆସନ୍ତା ସପ୍ତାହ ପାଇଁ ପୁଣି ଥରେ ସ୍ଥଗିତ ରଖାଯାଇଛି। ଶୁଣାଣି ସମୟରେ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କୁ ଋଣ ଛାଡ ଉପରେ ଆରବିଆଇକୁ ପରାମର୍ଶ ଦେବାକୁ ...