ହଷ୍ଟେଲରେ ରହିବା ପାଇଁ ହେଲେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ଜାନୁଆରୀ ୧୧ ତାରିଖରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବାକୁ ଯାଉଛି । ଏଥି ପାଇଁ ବିଦ୍ୟାଳୟମାନଙ୍କରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଛାତ୍ରଛାତୀମାନେ ସୁରକ୍ଷିତ ରହିବା ପାଇଁ ...