କରୋନା ଟିକା ପାଇଁ ଧୈର୍ଯ୍ୟ ଧରିବା ପାଇଁ ଅନ୍ୟ ରାଷ୍ଟ୍ରମାନଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତରେ ପ୍ରଥମେ କରୋନା ଟିକା ଆବଶ୍ୟକ ହେବାପରେ ଅନ୍ୟ ଦେଶକୁ ପଠାଯିବ ବୋଲି କହିଛନ୍ତି ‘ସିରମ୍ ଇନଶ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ’ର ସିଇଓ ଅଦର ପୁନାୱାଲା ।ଭାରତରେ ପ୍ରଥମେ ପ୍ରାଥମିକ ପୁରଣ ହେବା ପରେ ...