ODISHA ଦୀପାବଳୀ ପାଇଁ ଗଞ୍ଜାମରେ ନିର୍ଦ୍ଦେଶ ଜାରି ATRNEWS BUREAU 11 Nov 2020 ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ବଢୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ନେଇ ବାରଣ କରାଯାଇଛି । ଏ ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ... Read More »