ଅକ୍ଟୋବର ୧୨ ରେ ଦିଶା ସାଲିଆନଙ୍କ ମୃତ୍ୟୁ ପାଇଁ ସିବିଆଇ କରିବ କି ଯାଞ୍ଜ ? ଉଠୁଛି ପ୍ରଶ୍ନ
ମୁ୍ମ୍ବାଇ(ଏଟିଆର ବ୍ୟୁରୋ):ସିବିଆଇ ଅନୁସନ୍ଧାନ କୋର୍ଟର ତତ୍ତାବଧାନରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ଅକ୍ଟୋବର ୧୨ ପାଇଁ କୋର୍ଟ ଏହି ମାମଲା ତାଲିକାଭୁକ୍ତ ...