ଦେଶର ଆର୍ଥିକ ସ୍ଥିତିରେ ଆସୁଛି ସୁଧାର: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସୁଧୁରିବାକୁ ଲାଗିଛି ଭାରତର ଅର୍ଥନିତି । ଲକ୍ ଡାଉନ ପରେ ଏବେ କିଛି ମାତ୍ରାରେ ଦେଶର ଆର୍ଥିକ ପରିବର୍ତ୍ତନ ହେଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ...