ସୁଞ୍ଜୱାନ୍ ସେନା ଶିବିରରେ ହମଲା ଘଟଣା: ଜୁନ ମାସରୁ ଭାରତରେ ରହୁଥିଲେ ଆତଙ୍କୀ
ନୂଆଦିଲ୍ଲୀ,୧୭ା୨/ଏଜେନ୍ସି: ଜମ୍ମୁ-କଶ୍ମୀରର ସୁଞ୍ଜୱାନ୍ ସେନା କ୍ୟାମ୍ପରେ ହମ୍ଲା କରିଥିବା ୩ ଜଣ ଆତଙ୍କବାଦୀ ପାକିସ୍ତାନର ନାଗରିକ । ଏମାନେ ଗତବର୍ଷ ଜୁନ୍ ମାସରୁ ଅନ୍ତର୍ଜାତୀୟ ସୀମାରେଖା ଡେଇଁ ଭାରତରେ ଅନୁପ୍ରବେଶ କରିଥିଲେ ଓ ଆକ୍ରମଣ ...