ମାଇକ୍ରୋସଫ୍ଟ ଟ୍ରାସ୍ନଲେଟରରେ ବର୍ତ୍ତମାନ ଉପଲବ୍ଧ ଓଡିଆ ଭାଷା ପାଠ୍ୟ ଟ୍ରାନ୍ସଲେସନ , କରିହେବ ଓଡିଆ ଅନୁବାଦ
ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ତ୍ତମାନ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରରେ ଟ୍ରାନ୍ସଲେଟ ହୋଇପାରିବ ଓଡିଆ ଭାଷା । ଏହା ମାଇକ୍ରୋସଫ୍ଟ ଟ୍ରାନ୍ସଲେଟରର ପେଜରୁ ଜଣା ପଡିଛି । ମାଇକ୍ରୋସଫ୍ଟ ଅଫିସ ଘୋଷଣା କରିଛି ଯେ , ଆଜି ଆମେ ...