ଡିସେମ୍ବର ୧୫ରୁ ରେଳବାଇ ନିଯୁକ୍ତି ପରୀକ୍ଷା , ଏସ୍ଏସ୍ସି, ୟୁପିଏସ୍ସି ପରୀକ୍ଷା ଜରିଆରେ ହେବ ନିଯୁକ୍ତି ପ୍ରକ୍ରିୟା
ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବେ ହୋଇ ପାରିବ ରେଳବାଇରେ ନିଯୁକ୍ତି । ଜାହା ପାଇଁ ଡିସେମ୍ବର ୧୫ରୁ ଆରମ୍ଭ ହେବ ପରୀକ୍ଷା । କେନ୍ଦ୍ର ବ୍ୟୟ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ଜାରି କରାଯାଇଥିବା ବିଜ୍ଞପ୍ତି ...