ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟର ସ୍ୱାର୍ଥ ପାଇଁ ଖର୍ଚ୍ଚ ହେବ ଅତିରିକ୍ତ ୧୨ ହଜାର ୭୬୮ କୋଟି । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୧୨ ହଜାର ୭୬୮ କୋଟିର ବଜେଟକୁ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ଆସନ୍ତା ୪ ତାରିଖରେ ବିଧାନସଭାରେ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । ରାଜ୍ୟରେ ଏବେ ମଧ୍ୟ ବହୁ ଗୁରୁତ୍ୱପୁର୍ଣ୍ଣ କାମ ଅଧା ହୋଇ ପଡି ରହିଛି । ତେବେ ଏହି ଅତିରିକ୍ତ ବଜେଟ ମାଧ୍ୟମରେ ସେ ସମସ୍ତ କାମ କରାଯିବ ବୋଲି ଶଶିଭୂଷଣ ବେହେରା । ସେହିପରି ସ୍ୱାସ୍ଥ୍ୟ , ସାମାଜିକ , ଓ ଗରିବ ଙ୍କ ଆର୍ଥିକ ବିକାଶ ଲାଗି ଏହି ଅତିରିକ୍ତ ବଜେଟ ସୁହାଇବ ବୋଲି ସେ କହିଛନ୍ତି । ତେବେ ୨୦୧୮-୧୯ ସାଧାରଣ ବଜେଟରେ ସୋସିଆଲ ଡେଭଲପମେଣ୍ଟଉପରେ ଫୋକସ କରାଯାଇଥିଲେ ମଧ୍ୟ ସେସବୁ ମଧ୍ୟରୁ କିଛି କାମ ବାକି ରହିଯାଇଛି ସେସବୁକୁ ଏହି ଅତିରିକ୍ତ ବଜେଟ ମାଧ୍ୟମରେ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024