କଟକ (ଏଟିଆର ବ୍ୟୁରୋ ) ; ପୋଲ ଉପରେ ୪ ଫୁଟର ପାଣି । ଉତ୍ତର ବାଙ୍କୀ ବ୍ଲକର ସୁବର୍ଣ୍ଣପୁର – ରାତାଗଡ ରାସ୍ତାରେ ଥିବା ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟା ଜଳ ଛିଡା ହୋଇଛି । ଫଳରେ ସ୍ଥାନୀୟ ଗୋପାଳପୁର , ବନ୍ଦାଳ , ଲୋଚନପୁର , ରତାଗଡ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀରେ ବନ୍ୟା ପାଣି ଆସିବାରୁ ଜଳମଗ୍ନ ଅବସ୍ତାରେ ବହୁ ଗ୍ରାମ ରହିଛନ୍ତି । କଟକ ଜିଲ୍ଲା ଆଠଗଡର ଅନେକ ଗ୍ରାମରେ ବନ୍ୟାଜଳ ପଶିଯାଇଥିବାର ଜଣାପଡିଛି । ତଗିତିଆ ବ୍ଲକର ଗଦାଧରପୁର , ବାଉଁଶପୁଟ, ଖଣ୍ଡପଡା ଭଳି ଗ୍ରାମ ମାନଙ୍କରେ ପାଣି ପଶିଯିବାରୁ ସେ ସମସ୍ତ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣା ପଡିଛି । ତେବେ ସେଠାରେ ସ୍ଥତି ବିଶେଷ ସଙ୍ଗିନ ହୋଇନଥିବା ବେଳେ ଛାଷ ଜମି ଉପରେ ଏହାର ପ୍ରଭାବ ପଡିଛି । ବନ୍ୟାଜଳ ଚାଷ ଜମିରେ ପ୍ରଭାହିତ ହେବାରୁ ବାଙ୍କି ଏବଂ ତିଗିରିଆ ବ୍ଲକର ଶହ ଶହ ଛାଷ ଜମି ଏବେ ନଷ୍ଟ ହେବା ଉପରେ ରହିଛି । ଏହାକୁ ନେଇ ଚାଷି ଏବେ ଚିନ୍ତାରେ ପଡିଛି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024