କଟକ (ଏଟିଆର ବ୍ୟୁରୋ ) ; ପୋଲ ଉପରେ ୪ ଫୁଟର ପାଣି । ଉତ୍ତର ବାଙ୍କୀ ବ୍ଲକର ସୁବର୍ଣ୍ଣପୁର – ରାତାଗଡ ରାସ୍ତାରେ ଥିବା ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟା ଜଳ ଛିଡା ହୋଇଛି । ଫଳରେ ସ୍ଥାନୀୟ ଗୋପାଳପୁର , ବନ୍ଦାଳ , ଲୋଚନପୁର , ରତାଗଡ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ମହାନଦୀରେ ବନ୍ୟା ପାଣି ଆସିବାରୁ ଜଳମଗ୍ନ ଅବସ୍ତାରେ ବହୁ ଗ୍ରାମ ରହିଛନ୍ତି । କଟକ ଜିଲ୍ଲା ଆଠଗଡର ଅନେକ ଗ୍ରାମରେ ବନ୍ୟାଜଳ ପଶିଯାଇଥିବାର ଜଣାପଡିଛି । ତଗିତିଆ ବ୍ଲକର ଗଦାଧରପୁର , ବାଉଁଶପୁଟ, ଖଣ୍ଡପଡା ଭଳି ଗ୍ରାମ ମାନଙ୍କରେ ପାଣି ପଶିଯିବାରୁ ସେ ସମସ୍ତ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଜଣା ପଡିଛି । ତେବେ ସେଠାରେ ସ୍ଥତି ବିଶେଷ ସଙ୍ଗିନ ହୋଇନଥିବା ବେଳେ ଛାଷ ଜମି ଉପରେ ଏହାର ପ୍ରଭାବ ପଡିଛି । ବନ୍ୟାଜଳ ଚାଷ ଜମିରେ ପ୍ରଭାହିତ ହେବାରୁ ବାଙ୍କି ଏବଂ ତିଗିରିଆ ବ୍ଲକର ଶହ ଶହ ଛାଷ ଜମି ଏବେ ନଷ୍ଟ ହେବା ଉପରେ ରହିଛି । ଏହାକୁ ନେଇ ଚାଷି ଏବେ ଚିନ୍ତାରେ ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024