ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୮ ତାରିଖରେ ଓଡିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏନେଇ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ବ୍ରହ୍ମପୁର ସାଧାରଣ ସଭାକୁ ସମ୍ବୋଧିତ କରି ନବରଙ୍ଗପୁର ଯିବେ ନଡ୍ଡା ।
ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି । ୨୦୨୪ ନିର୍ବାଚନରେ ଦଳ କିଭଳି ବହୁମତ ହାସଲ କରିବ ସେନେଇ ଦଳୀୟ କର୍ମୀଙ୍କ ସହ ଆଲୋଚନ କରି କିଛି ଟିପ୍ସ ଦେବାର ସୂଚନା ରହିଛି ।