ଗୁଜୁରାଟ ( ଏଟିଆର ବ୍ୟୁରୋ ) ; ୧୧ ଦିନରେ ୧୧ ଟି ସିଂହଙ୍କ ମୃତଦେହ ଉଦ୍ଧାର । ଗୁଜୁରାଟର ଗିର ଜାତୀୟ ଉଦ୍ୟାନରୁ ଉଦ୍ଧାର ହୋଇଛି ୧୧ଟି ଏସିଆଟିକ ସିଂହଙ୍କ ମୃତଦେହ । ଫୁସଫୁସରେ ସଂକ୍ରମଣ ଓ ନିଜ ନିଜ ମଧ୍ୟରେ ଲଢେଇ ଲାଗି ସିଂହ ମାନଙ୍କ ମୃତ୍ୟୁ ହୋଇଥିବା ବିଭାଗୀୟ ସରକାରୀ ଅଧିକାରୀ ମାନେ କହିଛନ୍ତି । ସେପଟେ ମୃତ୍ୟୁବରଣ କରିଥିବା ସିଂହ ମାନଙ୍କ ମଧ୍ୟରେ ୩ ଜଣ ବୟଷ୍କ ମହିଳା ସିଂହ ଥିବା ବେଳେ ୨ ଜଣ ପୁରୁଷ ସିଂହ ଓ ୬ ଟି ଛୁଆ ସିଂହ ଥିବା ଜଣା ପଡିଛି ।
ସୂଚନାଯୋଗ୍ୟ , ଭାରତରେ ଏସିଆଟିକ ସିଂହ ମାନଙ୍କ ସଂଖ୍ୟା ବହୁତ କମ । ଏପରି ସ୍ଥିତିରେ ଦିନକୁ ଦିନ ସିଂହମାନଙ୍କ ବଂଶ ଲୋପ ପାଇବାରେ ଲାଗିଛି । ତେବେ ୨୦୧୫ ମସିହାର ଗଣନା ଅନୁସାରେ ଭାରତର ଅନେକ ସ୍ଥାନରେ ଏସିଆଟିକ ସିଂହ ମାନଙ୍କ ସଂଖ୍ୟା ୫୨୩ ଟି ଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଧିରେ ଧିରେ ହେବାରେ ଲାଗିଛି । ଅନ୍ୟପଟେ ଗୁଜୁରାଟରେ ସିଂହ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024