ଦିଲ୍ଳୀ (ଏଟିଆର ବ୍ୟୁରୋ) ; କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଦିଲ୍ଳୀ ଏମ୍ସରେ ଜଗା ବଳିଆଙ୍କୁ ଭେଟିବା ସହ ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଦିଲ୍ଳୀ ଏମ୍ସରେ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ଏବଂ ଜଗା ବଳିଆଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟ କିପରି ଅଛି ପଚାରି ବୁଝିଥିଲେ ସାଂସଦ ।
ସାଙ୍ଗରେ ନେଇଥିଲେ ଫଳ । ଯାହାକୁ ଦେଖି ଖୁସି ହୋଇଯାଇଥିଲେ ଦୁଇ ଭାଇ । ସେମାନଙ୍କ ସହ କିଛି ସମୟ ବିତେଇବା ସହ ଡାକ୍ତରଙ୍କ ପାଖରୁ ଜଗା ବଳିଆଙ୍କ ସମନ୍ଧରେ ସମସ୍ତ ତଥ୍ୟ ପଚାରି ବୁଝିଥିଲେ । ଡାକ୍ତଙ୍କ ସୂଚନା ଅନୁସାରେ ବଳିଆକୁ ଜ୍ୱର ଥିଲା ମାତ୍ର ଏବେ ୩-୪ ଦିନ ହେବ ଭଲ ଅଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଜଗାର ସ୍ୱାସ୍ଥ୍ୟରେ କୈାଣସି ପରିବର୍ତ୍ତନ ଆସିନଥିବା ଡାକ୍ତର ମତ ଦେଇଛଦନ୍ତି । ଏଣୁ ରାଜ୍ୟର ଶାସକ ଦଳରେ ଥିବା ସାଂସଦ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କି ଉଭୟ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ ଏମ୍ସରେ ଚିକିତ୍ସା କରାଯିବ ବୋଲି ପ୍ରତିଶ୍ରୂତି ଦେଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024