ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ପ୍ରଦୂଷଣ ପରୀକ୍ଷାରେ ଏଥର ଲୋକଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା । ଦେଶରେ ପ୍ରଦୂଷଣର ମାତ୍ରା ବଢ଼ୁଥିବାରୁ ଏଆରଆଇ ଏଭଳି ନିଷ୍ପତି ନେଇଛନ୍ତି । ପୂର୍ବାପେକ୍ଷା ୧୮ ପ୍ରତିଶତ ଜିଏସଟି ଯୋଡଛନ୍ତି କେନ୍ଦ୍ର ସରକାର । ଯାହାକି ସାଧାରଣ ଲୋକଙ୍କ ପଡିବ ମହଙ୍ଗା । ଦୈନିକ ଚଳାଚଳ କରୁଥିବା ଯାନବାହନ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍ ଦରକାର ହୁଏ । ଏଣୁ ଗାଡି ମାଲିକମାନେ ରାସ୍ତା ପାଶ୍ୱରେ ଥିବା କୋବାଇଲ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରକୁ ଯାଇ ପ୍ରମାଣପତ୍ର ପିୟୂସି ଆଣିଥାନ୍ତି । ବର୍ତ୍ତମାନ ପ୍ରଦୂଷଣ ପରୀକ୍ଷା ପାଇଁ ଯେତିକି ଟଙ୍କା ଗାଡ଼ି ମାଲିକମାନେ ଦେଉଛନ୍ତି ସେଥିରେ ଅଧିକ ୧୮ ପ୍ରତିଶତ ଜିଏସଟି ଯୋଡ଼ି ହୋଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024