ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆଜି ବିଶ୍ୱ ପୋଲିଓ ଦିବସ । ସବୁ ପିଲାଙ୍କୁ ବୁନ୍ଦାଏ ପୋଲିଓ ଏବଂ ଟିକା ଦେବା ପାଇଁ ଆରମ୍ଭ ହୋଇଥିଲା ଏହି ଅଭିଯାନ । ପୋଲିଓ ମୁକ୍ତ ପାଇଁ ୧୯୮୮ରେ ଗ୍ଳୋବାଲ ପୋଲିଓ ଏରାଡିକସନ ଇନିସିଏସିଭ ବା ଜିପିଆଇ ଗଠନ ହୋଇଥିଲା । ଏଥିରେ ରୋଟାରୀ,ଡବ୍ଲୁଏଚଓ,ୟୂନିସେଫ ଏବଂ ଦେଶର ବିଭିନ୍ନ ସରକାର ବିଶ୍ୱକୁ ପୋଲିଓ ମୁକ୍ତ ଅଭିଯାନ ଆରମ୍ଭ କରିଥିଲେ । ଏଥିରେ ଭାରତ ମଧ୍ୟ ଯୋଗଦେଇ ଅନେକ ସଚେତନ କାର୍ଯ୍ୟକ୍ରମ କରିଛି । ଯାହାଫଳରେ ବିଗତ ୬ ବର୍ଷ ହେବ ଭାରତ ବିଶ୍ୱରେ ପୋଲିଓ ମୁକ୍ତ ଦେଶ ଭାବେ ପରିଗଣିତ ହେଉଛି । ଆଜି ଆନ୍ତର୍ଜାତୀୟ ଫାଉଣ୍ଡେସନ ପକ୍ଷରୁ ପୋଲିଓ ଭ୍ୟାକସିନ ପ୍ରସ୍ତୁତ କରି ଜନ ସାଲ୍କଙ୍କ ଜନ୍ମଦିନ ଅବସରରେ ବିଶ୍ୱ ପୋଲିଓ ଦିବସ ପାଳନ କରାଯାଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024