କଟକ (ଏଟିଆର ବ୍ୟୁରୋ) ; ଗତ କାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା କଇଥପଲ୍ଲୀ ଛକ ନିକଟରେ ଏକ ଅଜଣା ଗାଡି ଆସି ଧକ୍କାଦେଇଥିଲା ଏକ ମାରୁତି ଭ୍ୟାନକୁ । ଚୁରମାର ହୋଇଯାଇଥିଲା ମାରୁତି । ଏଥିରେ ବସିଥିବା ୬ ଜଣଙ୍କ ମଧ୍ୟରୁ ଚାଲିଯାଇଥିଲା ୨ ଜଣଙ୍କ ଜୀବନ । ମୃତକମାନେ ହେଲେ ସାନ ନଇରୀ ଗାଁର ଉଷା ବେହେରା ଏବଂ ବାଙ୍କୋଇପଲ୍ଲୀ ଗାଁର ବିନୀତ କୁମାର ବେହେରା । ବାକି ୪ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ମୁତାବକ ସାନ ନଇରୀ ଗାଁର ଏକ ସମ୍ପର୍କୀୟ ଝିଅକୁ ଛାଡିବା ପାଇଁ ଏକ ଓମିନି ଭ୍ୟାନରେ ଯାଇଥିବେ । କିନ୍ତୁ ଫେରିବା ବାଟରେ ହୋଇଥିଲା ଏହି ମର୍ମନ୍ତଦ ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇଥିବା ଗାଡିର ସନ୍ଧାନ ମିଳିପାରିନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024