ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତାକାଲିଠାରୁ ରାଜ୍ୟରେ ପୋଲିସ କର୍ମଚାରୀ ସୁଧାଂଶୁ ଷଡଙ୍ଗୀ କୋଭିଡ ଟିକା ନେବେ ବୋଲି କହିଛନ୍ତି । ପୁଲିସ ଅଧିକାରୀଙ୍କ ମହାନିର୍ଦ୍ଦେଶକ ଅଭୟ ପ୍ରଥମ ଟିକା ନେବେ ଏବଂ ଏହା ପରେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ ।
ଭୁବନେଶ୍ୱର ସମୁଦାୟ ୧୯ ଟି ପ୍ରତିଷ୍ଠାନର ୮୯୩୭ ଜଣ କର୍ମଚାରୀଙ୍କୁ ଟିକା ପ୍ରଦାନ କରାଯିବ । ରାଜଧାନୀରେ ପୁଲିସ କର୍ମଚାରୀଙ୍କ ସମେତ ୩ ଟି ସ୍ଥାନରେ ଟିକା ଦିଆଯିବ ଏବଂ କଟକରେ ୧୧ ଟି ପ୍ରତିଷ୍ଠାନରେ ୬୮୬୭ ଜଣ କର୍ମଚାରୀ ଟିକା ନେବେ ବୋଲି ଗଣମାଧ୍ୟମକୁ ପୋଲିସ କମିଶନର କହିଛନ୍ତି ।