ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ ହେବ । ଚଳିତ ମାସ ୧୬ ତାରିଖରୁ ରେଗୁଲାର ପରୀକ୍ଷାର୍ଥୀ ପାଇଁ ଏହା ଆରମ୍ଭ ହେବ । ଫର୍ମ ଫିଲପ କରିବାର ଶେଷ ସମୟ ହେଲା ୨୬ ତାରିଖ । ଏହା ପରେ ଯେଉଁମାନେ ନଭେମ୍ବର ୨୭ରୁ ୩୦ ଭିତରେ କରିବେ ସେମାନେ ୫୦ ଟଙ୍କା ଫାଇନ ଦେଇ କରିବେ । ସେହିଭଳି ଡିସେମ୍ବର ୧ରୁ ୪ ଭିତରେ ଯେଉଁମାନେ ଫର୍ମ ଫିଲପ କରିବେ ସେମାନଙ୍କୁ ୩୫୦ ଟଙ୍କାର ଫାଇନ ଲାଗିବ । ତେବେ ଦିଆଯାଇଥିବା ନିର୍ଦ୍ଦାରି ସମୟ ମଧ୍ୟରେ ଯଦି କେହି ଫର୍ମ ଫିଲପ କରିପାରିବେ ନାହିଁ ତେବେ ଏହା ପରେ ଆଉ ସେମାନଙ୍କ ନିବେଦନ ଶୁଣାଯିବ ନାହିଁ ବୋଲି ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତ ବର୍ଷ ପରୀକ୍ଷାରେ ନୂଆ ସିଲାବସରୁ ସେଟ ପ୍ରଶ୍ନ ଆସିବ ଏବଂ ଗତ ବର୍ଷ ଭଳି ପାର୍ଟନର ହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024