ଭୁବନେଶ୍ୱର (ଏଟିଆର ବ୍ୟୁରୋ ): ଗତକାଲି ନର୍ବାଚନର ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ବିଧାନସଭା କ୍ଷେତ୍ରରେ ବିଜେଡି ଆଗରେ ରହିଥିବା ବେଳେ ଦ୍ୱିତୀୟରେ ରହିଛି ବିଜେପି ଏବଂ ତୃତୀୟରେ ରହିଛି କଂଗ୍ରେସ । ବଜେଡିକୁ ୧୧୨ ଟି ବିଧାନସଭା ଆସନ ମିଳିଥିବା ବେଳେ ବିଜେପିକୁ ୨୩ ଓ କଂଗ୍ରେସକୁ ୯ ଟି , ସିପିଆଇ ( ଏମ ) ୧ଟି ଏବଂ ସ୍ୱାଧୀନ ୧ ଟି ସିଟ ପାଇଛି । ତେବେ ଜାଣନ୍ତୁ ବିଧାନସଭାରେ କିଏ କେଉଁଠୁ ଜିତିଛନ୍ତି ।
ଖୋର୍ଦ୍ଧା : ଜିତୁ ମିତ୍ର (ବିଜେଡ଼ି)
ବେଗୁନିଆ : ରାଜେନ୍ଦ୍ର କୁମାର ସାହୁ (ବିଜେଡ଼ି)
ଚିଲିକା : ପ୍ରଶାନ୍ତ ଜଗଦେବ (ବିଜେଡ଼ି)
ହିନ୍ଦୋଳ : ସୀମାରାଣୀ ନାୟକ (ବିଜେଡି)
ବୌଦ୍ଧ : ପ୍ରଦୀପ କୁମାର ଅମାତ୍ (ବିଜେଡି)
ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ (ବିଜେଡ଼ି)
ନବରଙ୍ଗପୁର : ସଦାଶିବ ପ୍ରଧାନୀ (ବିଜେଡ଼ି)
ପାଟଣାଗଡ଼ : ସରୋଜ କୁମାର ମେହର (ବିଜେଡ଼ି)
ଆସ୍କା : ମଞ୍ଜୁଳା ସ୍ବାଇଁ (ବିଜେଡ଼ି)
ଭଟ୍ଲି : ସୁଶାନ୍ତ ସିଂ(ବିଜେଡ଼ି)
ରଣପୁର : ସତ୍ୟ ନାରାୟଣ ସାହୁ(ବିଜେଡ଼ି)
ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା (ବିଜେଡ଼ି)
ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା (ବିଜେଡ଼ି)
ବରଗଡ଼ : ଦେବେଶ ଆଚାର୍ୟ୍ୟ (ବିଜେଡ଼ି)
ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
ଲୋଇସିଂହା : ମୁକେସ ମହାଲିଙ୍ଗ (ବିଜେପି)
ଝାରସୁଗୁଡ଼ା : ନବ କିଶୋର ଦାସ(ବିଜେଡ଼ି)
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ (ବିଜେଡ଼ି)
ମାଲକାନାଗିରି : ଆଦିତ୍ୟ ମାଢି (ବିଜେପି)
ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର (ବିଜେଡ଼ି)
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ (ବିଜେଡ଼ି)
ବାରବାଟୀ-କଟକ : ମହମ୍ମଦ ମୋକିମ୍ (କଂଗ୍ରେସ)
ମାହାଙ୍ଗା : ପ୍ରତାପ ଜେନା (ବିଜେଡ଼ି)
ସାଲେପୁର : ପ୍ରଶାନ୍ତ ବେହେରା (ବିଜେଡ଼ି)
ସୁନ୍ଦରଗଡ଼ ସଦର : କୁସୁମ ଟେଟେ (ବିଜେପି)
ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)
ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ (ବିଜେଡ଼ି)
ସମ୍ବଲପୁର : ଜୟ ନାରାୟଣ ମିଶ୍ର (ବିଜେପି)
ରେଙ୍ଗାଳି : ନାଉରୀ ନାୟକ (ବିଜେପି)
ତଳସରା : ଭବାନୀ ଭୋଇ (ବିଜେପି)
ଗୁଣୁପୁର : ରଘୁନାଥ ଗମାଙ୍ଗ (ବିଜେପି)
ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ (ବିଜେଡ଼ି)
ଘଷିପୁରା : ବଦ୍ରିନାରାୟଣ ପାତ୍ର (ବିଜେଡ଼ି)
ପିପିଲି : ପ୍ରଦୀପ ମହାରଥୀ (ବିଜେଡ଼ି)
କଟକ ସଦର : ଚନ୍ଦ୍ରସାରଥୀ ବେହେରା (ବିଜେଡ଼ି)
ଧାମନଗର : ବିଷ୍ଣୁ ଚରଣ ସେଠୀ (ବିଜେପି)
କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା (କଂଗ୍ରେସ)
କୋରେଇ : ଅଶୋକ କୁମାର ବଳ (ବିଜେଡ଼ି)
ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ (ବିଜେଡି)
ଖଲ୍ଲିକୋଟ : ସୂର୍ୟ୍ୟମଣି ବୈଦ୍ୟ (ବିଜେଡ଼ି)
ଖରିଆର : ଅଧିରାଜ ମୋହନ ପାଣିଗ୍ରାହୀ (କଂଗ୍ରେସ)
କୋରାପୁଟ : ରଘୁରାମ ପଡାଲ (ବିଜେଡି)
ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ (ବିଜେଡ଼ି)
ପରଜଙ୍ଗ : ନୃସିଂହ ସାହୁ (ବିଜେଡି)
ନୀଳଗିରି : ସୁକାନ୍ତ କୁମାର ନାୟକ (ବିଜେପି)
ରେଢ଼ାଖୋଲ : ରୋହିତ ପୂଜାରୀ (ବିଜେଡ଼ି)
ସିମୁଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ବିଜେଡ଼ି)
ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ (ବିଜେଡ଼ି)
ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି)
ପାରାଦୀପ : ସମ୍ବିତ ରାଉତରାୟ (ବିଜେଡ଼ି)
ବ୍ରହ୍ମଗିରି : ଲିଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଜେପି)
ପଦ୍ମପୁର : ବିଜୟ ରଞ୍ଜନ ସିଂ ବରିହା (ବିଜେଡି)
ପାରଳାଖେମୁଣ୍ଡି : କେ. ନାରାୟଣ ରାଓ (ବିଜେପି)
ପୁରୀ ସଦର : ଜୟନ୍ତ ଷଡଙ୍ଗୀ (ବିଜେପି)
ରଘୁନାଥପାଲି : ସୁବ୍ରତ ତରାଇ (ବିଜେଡି)
ତାଳଚେର : ବ୍ରଜ କିଶୋର ପ୍ରଧାନ (ବିଜେଡ଼ି)
ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)
ସୋର : ପର୍ଶୁରାମ ଧଡା (ବିଜେଡି)
ସାନଖେମୁଣ୍ଡି: ରମେଶ ଚନ୍ଦ୍ର ଜେନା (କଂଗ୍ରେସ)
ତିର୍ତ୍ତୋଲ : ବିଷ୍ଣୁ ଦାସ (ବିଜେଡ଼ି)
ବାଲେଶ୍ୱର : ମଦନ ମୋହନ ଦତ୍ତ (ବିଜେପି)
ବଡ଼ଚଣା : ଅମର ପ୍ରସାଦ ଶତପଥୀ (ବିଜେପି)
ବାରିପଦା : ପ୍ରକାଶ ସୋରେନ (ବିଜେପି)
ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ (ବିଜେପି)
ଭବାନୀପାଟଣା : ପ୍ରଦୀପ୍ତ ନାଏକ (ବିଜେପି)
ବୀରମିତ୍ରପୁର : ଶଙ୍କର ଓରାମ୍ (ବିଜେପି)
ବ୍ରହ୍ମପୁର : ବିକ୍ରମ ପଣ୍ଡା (ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା (ବିଜେଡ଼ି)
ନିମାପଡ଼ା : ସମୀର ରଞ୍ଜନ ଦାସ (ବିଜେଡ଼ି)
ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ (ବିଜେଡ଼ି)
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡ଼ି)
ଚୌଦ୍ୱାର କଟକ : ସୌଭିକ୍ ବିଶ୍ୱାଳ (ବିଜେଡ଼ି)
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ (ବିଜେଡ଼ି)
ରାଉରକେଲା : ସାରଦା ନାୟକ (ବିଜେଡ଼ି)
ସାରସକଣା : ଡ. ବୁଧାନ ମୁର୍ମୁୁ (ବିଜେପି)
ତେଲକୋଇ : ପ୍ରେମାନନ୍ଦ ନାୟକ ( ବିଜେଡ଼ି)
ଉଦଳା : ଭାସ୍କର ମଡେଇ (ବିଜେପି)
ଆନନ୍ଦପୁର : ଭାଗିରଥୀ ସେଠୀ (ବିଜେଡ଼ି)
ବଡ଼ସାହି : ସନାତନ ବିଜୁଳି (ବିଜେପି)
ବରୀ : ସୁନନ୍ଦା ଦାସ (ବିଜେଡ଼ି)
ବସ୍ତା : ନିତ୍ୟାନନ୍ଦ ସାହୁ (ବିଜେଡି)
ଭୋଗରାଇ : ଅନନ୍ତ ଦାସ (ବିଜେଡ଼ି)
ବିଂଝାରପୁର : ପ୍ରମିଳା ମଲ୍ଲିକ (ବିଜେଡ଼ି)
ଛେଣ୍ଡିପଦା : ସୁଶାନ୍ତ କୁମାର ବେହେରା (ବିଜେଡ଼ି)
ଚିକିଟି : ଉଷା ଦେବୀ (ବିଜେଡ଼ି)
ଧର୍ମଗଡ଼ : ମୌସୁଦି ବାଗ୍ (ବିଜେଡି)
ଦିଗପହଣ୍ଡି : ସୂର୍ୟ୍ୟ ନାରାୟଣ ପାତ୍ର (ବିଜେଡ଼ି)
ଜଟଣୀ : ସୁରେଶ ରାଉତରାୟ (କଂଗ୍ରେସ)
ଜୟଦେବ : ଅରବିନ୍ଦ ଢ଼ାଲି (ବିଜେଡ଼ି)
କୋଟପାଡ଼ : ପଦ୍ମିନୀ ଦିଆନ (ବିଜେଡି)
ରାଜଗାଙ୍ଗପୁର : ସି.ଏସ୍ ରାଜନ ଏକ୍କା (କଂଗ୍ରେସ)
ଝରିଗାଁ : ପ୍ରକାଶ ମଝୀ (ବିଜେଡ଼ି)
ଜି. ଉଦୟଗିରି : ସାଲୁଗା ପ୍ରଧାନ (ବିଜେଡ଼ି)
ବଡ଼ମ୍ବା : ଦେବୀ ପ୍ରସାଦ ମିଶ୍ର (ବିଜେଡ଼ି)
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ (ବିଜେଡ଼ି)
ରାଇରଙ୍ଗପୁର : ନବଚରଣ ମାଝୀ (ବିଜେପି)
ରାୟଗଡ଼ା : ଲାଲ ବିହାରୀ ହିମିରିକା (ବିଜେଡ଼ି)
ରାଜନଗର: ଧ୍ରୁବ ସାହୁ(ବିଜେଡ଼ି)
ପଟାଙ୍ଗୀ : ପ୍ରୀତମ ପାଢ଼ୀ(ବିଜେଡ଼ି)
ଆଳି : ପ୍ରତାପ ଦେବ(ବିଜେଡ଼ି)
କରଂଜିଆ : ବାସନ୍ତି ହେମ୍ରମ(ବିଜେଡ଼ି)
କେନ୍ଦୁଝର: ମାଧବ ସର୍ଦ୍ଦାର(ବିଜେଡ଼ି)
କାକଟପୁର : ତୁଷାରକାନ୍ତ ବେହେରା(ବିଜେଡ଼ି)
କବିସୂର୍ୟ୍ୟନଗର : ଲତିକା ପ୍ରଧାନ(ବିଜେଡ଼ି)
ଜୟପୁର : ରବି ନନ୍ଦ(ବିଜେଡ଼ି)
ବାଲିକୁଦା : ରଘୁନନ୍ଦନ ଦାସ(ବିଜେଡ଼ି)
ଚମ୍ପୁଆ : ମିନାକ୍ଷୀ ମହନ୍ତ (ବିଜେଡ଼ି)
ଲାଞ୍ଜିଗଡ଼ : ପ୍ରଦୀପ ଦିସାରୀ(ବିଜେଡ଼ି)
ଟିଟିଲାଗଡ଼ : ଟୁକୁନି ସାହୁ(ବିଜେଡ଼ି)
ଢ଼େଙ୍କାନାଳ : ସୁଧୀର ସାମଲ (ବିଜେଡ଼ି)
ଅନୁଗୁଳ : ରଜନୀକାନ୍ତ ସିଂହ(ବିଜେଡ଼ି)
ଅତାବିରା : ସ୍ନେହାଙ୍ଗୀନ ଛୁରିଆ(ବିଜେଡ଼ି)
ବାଙ୍ଗିରିପୋଷି : ସୁଗଦା ମୁର୍ମୂ(ବିଜେପି)
ମୋହନା : ପୂର୍ଣ୍ଣବାସୀ ନାୟକ(ବିଜେଡ଼ି)
ନର୍ଲା : ଅନିରୁଦ୍ଧ ପ୍ରଧାନ(ବିଜେପି)
ମୋରଡ଼ା : ରାଜକିଶୋର ଦାସ(ବିଜେଡ଼ି)
ବଣାଇ : ଲକ୍ଷ୍ମଣ ମୁଣ୍ଡା(ସିପିଏମ୍)
ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟ ନାୟକ(କଂଗ୍ରେସ)
ଦେବଗଡ଼: ରୋମାଞ୍ଚ ରଞ୍ଜନ
ଚାନ୍ଦବାଲି : ମନମୋହନ ସାମଲ(ବିଜେପି)
ଜଗତସିଂହପୁର : ପ୍ରଶାନ୍ତ ମୁଦୁଲି(ବିଜେଡ଼ି)
ଜଳେଶ୍ୱର : ଅଶ୍ୱିନୀ ପାତ୍ର(ବିଜେଡ଼ି)
ଯଶୀପୁର : ଗଣେଶରାମ ଖୁଣ୍ଟିଆ(ବିଜେପି)
କଣ୍ଟାମାଳ : କହ୍ନେଇ ଡ଼ାଙ୍ଗ(ବିଜେପି)
କେନ୍ଦ୍ରାପଡ଼ା : ଶଶିଭୂଷଣ ବେହେରା(ବିଜେଡ଼ି)
ଲକ୍ଷ୍ମୀପୁର : ପ୍ରଭୁ ଜାନୀ(ବିଜେଡ଼ି)
ପାଲଲହଡ଼ା : ମୁକେଶ ପାଲ(ବିଜେଡ଼ି)
ରେମୁଣା : ସୁଧାଂଶୁ ପରିଡ଼ା(ବିଜେଡ଼ି)
ବାରିପଦା : ପ୍ରକାଶ ସୋରେନ
ବାସୁଦେବପୁର : ବିଷ୍ଣୁବ୍ରତ ରାଉତରାୟ(ବିଜେଡ଼ି)
ଭଦ୍ରକ : ସଂଜୀବ ମଲ୍ଲିକ(ବିଜେଡ଼ି)
ଭୁବନେଶ୍ୱର ଉତ୍ତର : ସୁଶାନ୍ତ ରାଉତ(ବିଜେଡ଼ି)
ବୀରମହାରାଜପୁର : ରଘୁନାଥ ଜଗଦଳା(ବିଜେପି)
ବିଷମ କଟକ : ଜଗନ୍ନାଥ ସାରଳା(ବିଜେଡ଼ି)
ବାଲିଗୁଡ଼ା : ଚକ୍ରମଣି କହଁର(ବିଜେଡ଼ି)
ଯଶୀପୁର : ଗୋଲକ ବିହାରୀ ନାୟକ(ବିଜେଡ଼ି)
ଛତ୍ରପୁର : ସୁବାସ ବେହେରା(ବିଜେଡ଼ି)
ଡାବୁଗାଁ : ମନୋହର ରନ୍ଧାରୀ (ବିଜେଡ଼ି)
ଦଶପଲ୍ଲା : ରମେଶ ବେହେରା(ବିଜେଡ଼ି)