ଭୁବନେଶ୍ୱର ( ଏଟିଆର ବ୍ୟୁରୋ); ପୁରାଣରେ ଗୋଟେ କଥା ଅଛି ଯଦି ଘରେ ଲକ୍ଷ୍ମୀ ଶାନ୍ତି ନ ହୁଅନ୍ତି ତେବେ ଯେତେ ରୋଜଗାର ହେଲେ ମଧ୍ୟ ଅଭାବ ସବୁବେଳେ ଲାଗି ରୁହେ । ସେ ଜାଣନ୍ତରେ ହେଉ ଅବା ଅଜାଣତରେ ବେଳେ ବେଳେ ମଣିଷ ଏମିତି କିଛି ଭୁଲ କରିଥାଏ ଯେଉଁଥି ପାଇଁ ଲକ୍ଷ୍ମୀ ଅଶାନ୍ତି ହୋଇଥାନ୍ତି । ଯାହା ଫଳରେ ଘରେ ସବୁବେଳେ ଅଭାବ ଅନଟନ ଲାଗି ରହିଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜ୍ୟୋତିଷ ବିଦ୍ୟାରେ ବହୁତ ଉପାୟ ଅଛି । ହେଲେ ଏହା ବାଦ ମଧ୍ୟ କିଛି ସାଧାରଣ ଭୁଲ ପାଇଁ ଅଭାବ ଲାଗି ରୁହେଁ । ତେବେ ଆସନ୍ତୁ ଜାଣିବା ଦୈନଦିନ ଜୀବନରେ ଆମେ କରୁଥିବା କିଛି ସାଧାରଣ ଭୁଲ ଉପରେ
୧- ଯେଉଁ ଘରେ ପିତୃ ପୁରୁଷ ଶାନ୍ତି ନଥାନ୍ତି ସେ ଘରେ ଅଭାବ ଅନଟନ ସବୁବେଳେ ଲାଗି ରୁହେ । ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ହନ୍ଦୁ ଧର୍ମରେ ପିଣ୍ଡଦାନ ଏକ ପ୍ରମୁଖ କାର୍ଯ୍ୟ, ୨- ଯେଉଁ ଘରେ ନିୟମିତ ଭାବେ ଭଗବାନଙ୍କୁ ପୂଜାର୍ଚ୍ଚନା କରାନଯାଏ ସେ ଘରେ କେବେ ହେଲେ ଲକ୍ଷ୍ମୀଙ୍କ ଶୁଭ ଦୃଷ୍ଟି ପଡେ ନାହିଁ । ବିଶେଷ କରି ଘରେ ଘଣ୍ଟି ବାଜିଲେ ଏହା ପରିବାର ପାଇଁ ମଙ୍ଗଳ,
୩- ସେହିଭଳି କିଛି ଲୋକଙ୍କର ନଖ କାମୁଡିବା ଅଭ୍ୟାସ ଥାଏ । ନଖ କାମୁଡିବା ଏକ ବଦ ଅଭ୍ୟାସ ଯାହା ଶୁଭ ସଂଙ୍କେତ ନୁହେଁ, ୪- ଯଦି ଆପଣ ରାତିରେ ଖାଦ୍ୟ ଖାଇ ସାରି ଅଇଁଠା ବାସନ ନ ଧୋଉଛନ୍ତି ତେବେ ଆପଣଙ୍କ ଘରର ଅଭାବ କେବେ ଦୂର ହେବ ନାହିଁ , ୫- ଦିନରେ ସ୍ତ୍ରୀ ଓ ପୁରୁଷଙ୍କ ମିଳନ ଏକ ଅଶୁଭ ଲକ୍ଷଣ , ୬- ଶୋଇବା ପୂର୍ବରୁ ହାତ ଗୋଡ ନ ଧୋଇ ଶୋଇବା ସବୁଠୁ ବଡ ଖରାପ ଅଭ୍ୟାସ । ଏହି ସବୁ କଥା ମାନିଲେ ପରିବାରର ମଙ୍ଗଳ