ମୁମ୍ବାଇ(ଏଟିଆର ବ୍ୟୁରୋ): ବଲିଉଡର ମେଗା ଷ୍ଟାର ଅମିତାଭ ବଚନ ତାଙ୍କ ନିଖୁଣ ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ ତାଙ୍କ ଅଦିତିୟ ସ୍ୱର ପାଇଁ ମଧ୍ୟ ସେ ସେତିକି ଚର୍ଚ୍ଚିତ । ତାଙ୍କ ସ୍ୱରର ଜାଦୁ ଆଜି ବି ଯୁବପିଢିଙ୍କ ପସନ୍ଦ ।
ସୂଚନାନୁସାରେ ଏକ ଅନ୍ତରାଷ୍ଟ୍ରୀୟ କମ୍ପାନୀ ପାଇଁ ଅମିତାଭ ବଚନ ଏକ ନୂତନ ଧରଣର ଅଡିଓ ସୋ’ କରିବାକୁ ଯାଉଛନ୍ତି, ଏହି ଅଡିଓ ସୋ’ ଟି ଏକ ହରର ସୋ’ ବୋଲି ଜଣାପଡିଛି । ତେବେ ଏହି ହରର ସୋ’ ଟି କୌଣସି ଏଫ.ଏମ୍ କିମ୍ବା ଓଟିଟି ସୋ’ରେ ଆସୁନାହିଁ, ଆସିବାକୁ ଯାଉଛି ଗୋଟେ ଭିନ୍ନ ଧରଣର ମୋବାଇଲ ଆପରେ।
ସିନେମାର ସରାଉଣ୍ଡ ସାଉଣ୍ଡ କିମ୍ବା ୩୬୦ଡିଗ୍ରୀ ସାଉଣ୍ଡର ପ୍ରଭାବରେ ବନାଯାଇଥିବା ଏହି ସୋ’ ଆସନ୍ତା ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ପୁର୍ବରୁ ଅମିତାଭ ବହୁତ ହରର ଫିଲ୍ମ କରିଛନ୍ତି କିନ୍ତୁ କୌଣସି ଅଡିଓ ଡିଭାଇସ ପାଇଁ ଏହା ଅମିତାଭଙ୍କ ପ୍ରଥମ ପ୍ରୟାସ ହେବାକୁ ଯାଉଛି । ଏହି ସୋ’ ଟିର ନାଁ ‘କାଲି ଆବାଜ୍’ ରଖାଯାଇଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024