ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିକାଲିର ଯୁବକ ଏବଂ ଯୁବତୀମାନଙ୍କ ମଧ୍ୟରେ ସଂପର୍କ ମାତ୍ର କିଛି ଦିନ ପାଇଁ ରହିଥାଏ । କିଛି ଦିନ ଯାଏଁ ଦୁଇଜଣ ଏକାଠି ରହିଲା ପରେ ପ୍ରେମକୁ ଖେଳଘର ଭାବି ଦୁହେଁ ଅଲଗା ହୋଇଯାଇଥାନ୍ତି । ଅନେକ ସମୟରେ କିଛି ଯୋଡିଙ୍କ ମଧ୍ୟରେ ଦେଖିବାକୁ ମିଳେ ଯେ ସଂପର୍କରେ ବିଶ୍ୱସ୍ତ ନଥାଇ ମଧ୍ୟ ସେମାନେ ସଂପର୍କକୁ ଆଗକୁ ବଢେଇ ଚାଲିଥାନ୍ତି । ଯାହା ତାଙ୍କ ଜୀବନରେ ସବୁଠାରୁ ବଡ ଧୋକା ଭାବେ ପ୍ରମାଣିତ ହୋଇଥାଏ । ଏହିଭଳି ସଂପର୍କରେ କୌଣସି ଭବିଷ୍ୟତ ନଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଆପଣଙ୍କ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ବୋଲି ଜାଣିବେ ।
– ଯଦି ଆପଣଙ୍କ ଜୀବନସାଥୀଙ୍କ ସହିତ ସଂପର୍କ ଅତି ପୁରୁଣା କିନ୍ତୁ ବିବାହ ପର୍ଯ୍ୟନ୍ତ କଥା ଯାଉନି । ତାମାନେ ହେଉଛି ସେ ଆପଣଙ୍କ ସହ ଟାଇମପାସ କରୁଛନ୍ତି । ସଂପର୍କକୁ ନେଇ ସିରିୟସ ନୁହଁନ୍ତି ।
– ଯଦି ସବୁବେଳେ ଆପଣଙ୍କ ତରଫରୁ ଜୀବନସାଥୀଙ୍କୁ ମେସେଜ କରୁଥାନ୍ତି କିନ୍ତୁ ଅନ୍ୟପଟରୁ କୌଣସି ଉତ୍ତର ଆସେ ନାହିଁ । ତାହାଲେ ଜାଣିବେ ଯେ ସେ ଆପଣଙ୍କଠାରୁ ଦୁରେଇ ଯିବାକୁ ଚାହାଁନ୍ତି ।
– କୌଣସି ଅସୁବିଧା ସମୟରେ ଜୀବନସାଥୀ ଆପଣଙ୍କ ସହ ନଥିଲେ । ଏହା ଆପଣଙ୍କ ପାଇଁ ସବୁଠାରୁ ବଡ ଧୋକାର ବିଷୟ ।
– ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ଦେଖା ହେବାକୁ ବାହାରି ଥିବେ । କିନ୍ତୁ ସେ କିଛି ବାହାନା କରି ଆପଣଙ୍କୁ ଦେଖା ହେବାକୁ ମନା କରିଦିଅନ୍ତି । ଏଥିରେ ଜାଣିଯିବେ ଯେ ଏହି ସଂପର୍କ ବେଶି ଦିନ ପାଇଁ ନୁହେଁ ।
– ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସବୁବେଳେ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜାଣି ଜାଆନ୍ତୁ ଯେ ସେ ଆପଣଙଙ୍କୁ ପସନ୍ଦ କରୁନାହାନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024