ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିକାଲିର ଯୁବକ ଏବଂ ଯୁବତୀମାନଙ୍କ ମଧ୍ୟରେ ସଂପର୍କ ମାତ୍ର କିଛି ଦିନ ପାଇଁ ରହିଥାଏ । କିଛି ଦିନ ଯାଏଁ ଦୁଇଜଣ ଏକାଠି ରହିଲା ପରେ ପ୍ରେମକୁ ଖେଳଘର ଭାବି ଦୁହେଁ ଅଲଗା ହୋଇଯାଇଥାନ୍ତି । ଅନେକ ସମୟରେ କିଛି ଯୋଡିଙ୍କ ମଧ୍ୟରେ ଦେଖିବାକୁ ମିଳେ ଯେ ସଂପର୍କରେ ବିଶ୍ୱସ୍ତ ନଥାଇ ମଧ୍ୟ ସେମାନେ ସଂପର୍କକୁ ଆଗକୁ ବଢେଇ ଚାଲିଥାନ୍ତି । ଯାହା ତାଙ୍କ ଜୀବନରେ ସବୁଠାରୁ ବଡ ଧୋକା ଭାବେ ପ୍ରମାଣିତ ହୋଇଥାଏ । ଏହିଭଳି ସଂପର୍କରେ କୌଣସି ଭବିଷ୍ୟତ ନଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଆପଣଙ୍କ ଜୀବନସାଥୀ ଆପଣଙ୍କ ପ୍ରତି କେତେ ସିରିୟସ ବୋଲି ଜାଣିବେ ।
– ଯଦି ଆପଣଙ୍କ ଜୀବନସାଥୀଙ୍କ ସହିତ ସଂପର୍କ ଅତି ପୁରୁଣା କିନ୍ତୁ ବିବାହ ପର୍ଯ୍ୟନ୍ତ କଥା ଯାଉନି । ତାମାନେ ହେଉଛି ସେ ଆପଣଙ୍କ ସହ ଟାଇମପାସ କରୁଛନ୍ତି । ସଂପର୍କକୁ ନେଇ ସିରିୟସ ନୁହଁନ୍ତି ।
– ଯଦି ସବୁବେଳେ ଆପଣଙ୍କ ତରଫରୁ ଜୀବନସାଥୀଙ୍କୁ ମେସେଜ କରୁଥାନ୍ତି କିନ୍ତୁ ଅନ୍ୟପଟରୁ କୌଣସି ଉତ୍ତର ଆସେ ନାହିଁ । ତାହାଲେ ଜାଣିବେ ଯେ ସେ ଆପଣଙ୍କଠାରୁ ଦୁରେଇ ଯିବାକୁ ଚାହାଁନ୍ତି ।
– କୌଣସି ଅସୁବିଧା ସମୟରେ ଜୀବନସାଥୀ ଆପଣଙ୍କ ସହ ନଥିଲେ । ଏହା ଆପଣଙ୍କ ପାଇଁ ସବୁଠାରୁ ବଡ ଧୋକାର ବିଷୟ ।
– ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଆପଣ ଆପଣଙ୍କ ଜୀବନସାଥୀଙ୍କୁ ଦେଖା ହେବାକୁ ବାହାରି ଥିବେ । କିନ୍ତୁ ସେ କିଛି ବାହାନା କରି ଆପଣଙ୍କୁ ଦେଖା ହେବାକୁ ମନା କରିଦିଅନ୍ତି । ଏଥିରେ ଜାଣିଯିବେ ଯେ ଏହି ସଂପର୍କ ବେଶି ଦିନ ପାଇଁ ନୁହେଁ ।
– ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ସବୁବେଳେ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏଥିରୁ ସ୍ପଷ୍ଟ ଜାଣି ଜାଆନ୍ତୁ ଯେ ସେ ଆପଣଙଙ୍କୁ ପସନ୍ଦ କରୁନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024