ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ପୁଣି ରାଜ୍ୟରେ ୧୦୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୧୬୩କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ପଜେଟିଭଙ୍କ ମଧ୍ୟରୁ ୯୫ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୩ ଜଣ ସ୍ଥନୀୟ ବାସିନ୍ଦା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
COVID-19 REPORT FOR 15th JUNE
New positive cases: 108
In quarantine: 95
Local contacts: 13(Details of local contacts will be shared by concerned District Administration)
District wise cases
1. Malkangiri: 21
2. Keonjhar: 5
3. Khordha: 7
4. Kendrapada: 9
5. Angul: 1— I & PR Department, Odisha (@IPR_Odisha) June 16, 2020
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରୁ ୨୧, କେନ୍ଦୁଝରରୁ୫, ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡାରୁ ୯, ଅନୁଗୋଳରୁ ଜଣେ, ବାଲେଶ୍ବରରୁ ୪ , କଟକରୁ ଜଣେ, ଜଗତସିଂହପୁରରୁ ୯ , ଗଞ୍ଜାମରୁ ୮ , ପୁରୀରୁ ୧୫, ଗଜପତିରୁ ୭ , ସୁନ୍ଦରଗଡରୁ ୨ , କଳାହାଣ୍ଡିର , ବରଗଡ, ବଲାଙ୍ଗୀରରୁ ଜଣେ ରହିଛନ୍ତି । ଏହାସହ ୧୬ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।
6. Balasore: 4
7. Cuttack: 1
8. Jagatsinghpur: 9
9. Ganjam: 8
10. Puri: 15
11. Gajapati: 7
12. Sundargarh: 2
13. Kalahandi: 1
14. Bargarh: 1
15. Bolangir: 1
16. Fire personnel returned from Amphan duty in West Bengal : 16— I & PR Department, Odisha (@IPR_Odisha) June 16, 2020