ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ବଢିଚାଲିଛି ପଛେ ଥମିବାର ନାଁ ଧରୁନି । ଏବେ ପୁଣି ଆଉ ୪୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୧୮୨୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ରହିଛନ୍ତି । ସେନେଇ ନଜର ପକାନ୍ତୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଟ୍ୱିଟ୍ ଉପରେ ।
Covid-19 Report For 25th September
New Positive Cases: 4356
In quarantine: 2529
Local contacts: 1827(Details of local contacts will be shared by concerned Dist Administration)
District Wise Cases
1. Angul: 197
2. Balasore: 194
3. Bargarh: 106
4. Bhadrak: 124
5. Balangir: 76— I & PR Department, Odisha (@IPR_Odisha) September 26, 2020
6. Boudh: 49
7. Cuttack: 409
8. Deogarh: 14
9. Dhenkanal: 84
10. Gajapati: 20
11. Ganjam: 62
12. Jagatsinghpur: 171
13. Jajpur: 136
14. Jharsuguda: 120
15. Kalahandi: 71
16. Kandhamal: 91
17. Kendrapada: 119
18. Keonjhar: 55
19. Khurda: 902
20. Koraput: 82
21. Malkangiri: 28— I & PR Department, Odisha (@IPR_Odisha) September 26, 2020
22. Mayurbhanj: 153
23. Nawrangpur: 58
24. Nayagarh: 51
25. Nuapada: 173
26. Puri: 168
27. Rayagada: 121
28. Sambalpur: 81
29. Sonepur: 14
30. Sundargarh: 101
31. State Pool: 326New Recovery: 4388
Cumulative Tested: 3062717
Positive: 205452
Recovered: 165432
Active Case: 39184— I & PR Department, Odisha (@IPR_Odisha) September 26, 2020
ଅନ୍ୟପଟେ ରାଜ୍ୟରୁ ପୁଣି ଆଉ ୪୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨ କୁ ବୃଦ୍ଧି ପାଇଥିବା ବେଳେ ୧୬୫୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ଏବଂ ୩୯୧୮୪ ଜଣ ଚିକିତ୍ସିତ ହେଉଛନ୍ତି ।