ନୂଆଦଲ୍ଲୀ (ଏଟିଆର ବ୍ୟୁରୋ): ତିବ୍ର ଧରିଛି ସୁଶାନ୍ତ ସିଂ ରାଜପୁତଙ୍କ ମାମଲାର ତଦନ୍ତ । ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତକୁ ସୁପ୍ରିମକୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଯାଞ୍ଚ ପ୍ରକ୍ରିୟା ସକ୍ରିୟ ହୋଇଛି । ସୁଶାନ୍ତ ରହୁଥିବା ସାଣ୍ଟା କ୍ରୁଜ୍ର ଗେଷ୍ଟ ହାଉସରେ ପହଞ୍ଚିଛି ସିବିଆଇ ଟିମ୍ । ଏଥି ସହିତ ଫରେନସିକ୍ ଟିମ୍ ମଧ୍ୟ ଗେଷ୍ଟ ହାଉସରେ ପହଞ୍ଚିଛନ୍ତି।
ସିବିଆଇ ଟିମ୍ ପ୍ରଥମେ ମୁମ୍ବାଇ ପୋଲିସ ପକ୍ଷରୁ ଏହି ମାମଲା ସମ୍ପର୍କିତ ସମସ୍ତ ଦଲିଲ ଏବଂ ରିପୋର୍ଟ ନେଇ ସୁଶାନ୍ତଙ୍କ ରୋଷେଇ ନୀରଜଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଅଧିକାରୀମାନେ ସାଣ୍ଟା କ୍ରୁଜରେ ଥିବା ଊଜଊଙ ଏବଂ ଓଇୠ ର ଗେଷ୍ଟ ହାଉସରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲେ । ଅନ୍ୟପକ୍ଷରେ ଫରେନସିକ୍ ଟିମ୍ ଗେଷ୍ଟ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସୂଚନାନୁସାରେ, କୁକ୍ ବ୍ୟତୀତ ସିବିଆଇ ସୁଶାନ୍ତଙ୍କ ଜଣେ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରିଛି ଏବଂ ଖୁବ ଶୀଘ୍ର ଏହି ମାମଲା ସହ ଜଡିତ ଲୋକଙ୍କ ବିବୃତ୍ତି ରେକର୍ଡ ହେବ। ଏଥିସହ ସୁଶାନ୍ତଙ୍କ ଆର୍ଥିକ କାରବାର ମଧ୍ୟ ଯାଞ୍ଚ କରାଯିବ। ତେବେ ସୁଶାନ୍ତଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ବାବଦାରେ ମଧ୍ୟ ସିବିଆଇ ଡକ୍ତରଙ୍କୁ ଜେରା କରିସାରିଛି ।
JUST IN
-
ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ | 01 Jun 2024
-
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ | 01 Jun 2024
-
ପିକ୍ ଆୱାରରେ କାମ ନକରିବାକୁ ଜନସାଧାରଣଙ୍କୁ ଏସଆରସିଙ୍କ ଅପିଲ | 31 May 2024
-
ଅସମ୍ଭାଳ ଗୁଳୁଗୁଳି, ୯ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ | 31 May 2024
-
ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ | 31 May 2024
-
ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ଯୁକ୍ତ ତିନି ନାମଲେଖା ପ୍ରକ୍ରିୟା | 29 May 2024
-
ଏଣିକି ଭୁବନେଶ୍ୱରରୁ ସିଧା ମାଲେସିଆ ବିମାନ ଯାତ୍ରା | 29 May 2024
-
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା | 29 May 2024
-
ହିଟ୍ ୱେଭ ପାଇଁ ଆଜି ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ | 29 May 2024
-
ଶେଷ ପର୍ଯ୍ୟାୟ ନିର୍ବାଚନ, ଆଜି ଓଡିଶାର ୩ ଟି ସ୍ଥାନରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି | 29 May 2024
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024