ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ) : ଫେସବୁକରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ ।
ସୋସିଆଲ ନେଟୱାର୍କିଂ ୱେବସାଇଟ ଫେସବୁକରେ ଗତ କିଛି ମାସ ଧରି ଲେଆଉଟ ଉପରେ କାମ ଚାଲିଛି। ଧିରେ ଧିରେ ଏହାର ତେତେ ଗୁଡିଏ ଫିଚର ପରିବର୍ତ୍ତନ ହେଉଛି । ଲେଆଉଟକୁ କିଛି ଦିନ ଧରି ଅପ୍ସନ ରୂପରେ ବ୍ୟବହାର କରାଯାଉଥିଲା। ଏବେ ଫେସବୁକ କମ୍ପାନୀ ଏଥିରେ କିଛି ପରିବର୍ତ୍ତନ ଆଣିବ ଓ ଖୁବଶୀଘ୍ର କ୍ଲାସିକ୍ ଫେସବୁକ ବନ୍ଦ କରାଇବ । ଏକ ନୂଆ ଲୁକରେ ଲୋକମାନଙ୍କ ନିକଟରେ ଉପସ୍ଥାପନ କରିବ ଫେସବୁକ।
ଫେସବୁକ କ୍ଲାସିକ ସେପ୍ଟେମ୍ବରରେ ବନ୍ଦ ହେବ ବୋଲି ଲୋକଙ୍କ ନିକଟକୁ କମ୍ପାନୀ ପକ୍ଷରୁ ଫିଡବ୍ୟାକ୍ ମଗାଯାଉଛି। ବ୍ୟବହାରକାରୀଙ୍କ ସ୍କ୍ରିନରେ ଏକ ମେସେଜ ମଧ୍ୟ ଆସୁଛି। ଫେସବୁକର ନୂତନ ଫିଚର ବିଷୟରେ ଏଥିରୁ ଜଣା ପଡୁଛି ଓ ଏହାକୁ ବ୍ୟବହାର କରିବାକୁ ମ୍ୟାସେଜ ମଧ୍ୟ ଆସୁଛି ।
ନୂଆ ଫେସବୁକ କଥା ଦେଖିବାକୁ ଗଲେ କମ୍ପାନୀ କହିଛି ଯେ, ନ୍ୟୁଜ ଫିଡ୍ ପ୍ରଥମରୁ ଅଧିକ ପ୍ରଶସ୍ତ ରହିବ। ଏହାକୁ ଲୋଡିଂ କରିବା ସମୟ କମ । ଏଥିରେ ଡାର୍କ ମୋଡ ମଧ୍ୟ ରଖାଯାଇଛି। ଏଥିରେ ଇଣ୍ଟିଗ୍ରେଟେଡ ମେସେଜ ଦିଆଯାଇଛି ଓ ଆଇକନକୁ ମଧ୍ୟ ପରିବର୍ତ୍ତନ କରାଯାଇଛି। ଫେସବୁକର ନୂଆ ଲେଆଉଟ ମୋବାଇଲ ଇଣ୍ଟରଫେସ୍ ସହ ଖାପଖୁଆଇଲା ଭଳି ହୋଇଛି। ୟୁଜର୍ସ ମଧ୍ୟ ନୂଆ ଫିଚର ପାଇଁ ଉତ୍ସାହିତ ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024