ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କର ଶିକ୍ଷା ବେଶ ପ୍ରଭାବିତ ହୋଇଛି । ଚଳିତ ବର୍ଷ କରୋନା ପାଇଁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯାଇ ପାରୁନଥିବା ବେଳେ ସେମାନଙ୍କୁ ଅନୁଲାଇନ ମରାଧ୍ୟରେ ଶିକ୍ଷା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ତେବେ ଏଥିର ଡେରିରେ ପାଠ ପଢ଼ା ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କର ସିଲାବସ କମାଇବା ପାଇଁ ସରକାର ଯୋଜନା କରୁଛନ୍ତି ।
ତେବେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସିଲାବନ କମିବା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଇ ସପ୍ତାହରେ ସିଲାବସ ଉପରେ ନିଷ୍ପତ୍ତି ନିଆଯିବା ସହ ଛାତ୍ରଛାତ୍ରୀଙ୍କର ସମସ୍ତ ଦ୍ୱନ୍ଦକୁ ଦୂର କରାଯିବ । ଏହା ସହ ମନ୍ତ୍ରୀ ସୂଚନା ଦେଇଛନ୍ତି କି, ସିଲାନଓ କମିବା ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ କରାଯାଉଛି ।
ଏନେଇ ବିଶେଷଜ୍ଞ କମିଟି ରିପୋଟ ଦେଇଛନ୍ତି । ମାତ୍ର କେତେ ପ୍ରତିଶତ ସିଲାବସ କମିବ ଏ ଯାଏ ନିଷ୍ପତ୍ତି ହୋଇ ନଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଅନ୍ୟପଟେ ସିବିଏସଇ ସିଲାବସ କାଟିବା ପରେ କିଛି ବିଷୟକୁ ନେଇ ଦ୍ବନ୍ଦ ଥିଲା । ତାହା ଯେପରି ନହେବ ତାହା ଉପରେ ନଜର ରଖାଯାଇଛି । ତେବେ କେତେ ପ୍ରତିଶତ ସିଲାବସ କମିବ ତାହା ସ୍କୁଲ କମିବା ପରେ ଯାହଇ ହିଁ ନିଷ୍ପତ୍ତି ନିଆଯିବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024