ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କର ଶିକ୍ଷା ବେଶ ପ୍ରଭାବିତ ହୋଇଛି । ଚଳିତ ବର୍ଷ କରୋନା ପାଇଁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯାଇ ପାରୁନଥିବା ବେଳେ ସେମାନଙ୍କୁ ଅନୁଲାଇନ ମରାଧ୍ୟରେ ଶିକ୍ଷା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ତେବେ ଏଥିର ଡେରିରେ ପାଠ ପଢ଼ା ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କର ସିଲାବସ କମାଇବା ପାଇଁ ସରକାର ଯୋଜନା କରୁଛନ୍ତି ।
ତେବେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସିଲାବନ କମିବା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏଇ ସପ୍ତାହରେ ସିଲାବସ ଉପରେ ନିଷ୍ପତ୍ତି ନିଆଯିବା ସହ ଛାତ୍ରଛାତ୍ରୀଙ୍କର ସମସ୍ତ ଦ୍ୱନ୍ଦକୁ ଦୂର କରାଯିବ । ଏହା ସହ ମନ୍ତ୍ରୀ ସୂଚନା ଦେଇଛନ୍ତି କି, ସିଲାନଓ କମିବା ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଞ୍ଚ କରାଯାଉଛି ।
ଏନେଇ ବିଶେଷଜ୍ଞ କମିଟି ରିପୋଟ ଦେଇଛନ୍ତି । ମାତ୍ର କେତେ ପ୍ରତିଶତ ସିଲାବସ କମିବ ଏ ଯାଏ ନିଷ୍ପତ୍ତି ହୋଇ ନଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଅନ୍ୟପଟେ ସିବିଏସଇ ସିଲାବସ କାଟିବା ପରେ କିଛି ବିଷୟକୁ ନେଇ ଦ୍ବନ୍ଦ ଥିଲା । ତାହା ଯେପରି ନହେବ ତାହା ଉପରେ ନଜର ରଖାଯାଇଛି । ତେବେ କେତେ ପ୍ରତିଶତ ସିଲାବସ କମିବ ତାହା ସ୍କୁଲ କମିବା ପରେ ଯାହଇ ହିଁ ନିଷ୍ପତ୍ତି ନିଆଯିବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024