ନୂଆଦିଲ୍ଲୀ (ଏଟିଆର) : ଅନ୍ଵେପ୍ଲୁସ ତାର ଲୋକପ୍ରିୟ ସ୍ମାର୍ଟଫୋନ 7T Pro ର ଦର ପୁଣି ଥରେ ହ୍ରାସ କରିଛି । ଏବେ ଗ୍ରାହକ ଏହି phon କୁ ୪ ହଜାର ତାଙ୍କ କମ ରେ କିଣିପାରିବେ ।
Oneplus 7T Pro ସ୍ମାର୍ଟଫୋନ କୁ ୫୩ ହଜାର ୯୯୯ ରେ ବଜ଼ାରରେ ଲଞ୍ଚ କରାଯାଇଥିଲା । ଏପର୍ଯ୍ୟନ୍ତ ଅନେକ ଥର ଏହି ଫୋନ ର ଦର ହ୍ରାସ କରାଯାଇଛି । ଏବେ ଗ୍ରାହକ ଏହି ସ୍ମାର୍ଟଫୋନ କୁ ୮GB ରାମ ଏବଂ ୨୫୬ GB ଇଣ୍ଟେରନେଲ ଷ୍ଟୋରେଜ ବିଶିଷ୍ଟ ଭାରୀଏଣ୍ଟ କୁ ୪୩ ହଜାର ୯୯୯ ଟଙ୍କାରେ କିଣିପାରିବେ । ନୂତନ ଦରକୁ କମ୍ପାନୀର ଅଫିସିଆଲ ୱେବ୍ସାଇଟରେ ଅପଡେଟ କରାଯାଇଛି ।