ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ରାଫେଲ ସ୍କ୍ୱାଡ୍ରନର ପ୍ରଥମ ମହିଳା ପାଇଲଟ ଭାବେ ସାମିଲ ହେବ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ସେ ବାୟୁସେନାର ରାଫେଲ ସ୍କ୍ୱାଡର ପ୍ରଥମ ମହିଳା ହେବାର ସୌଭାଗ୍ୟ ହାସିଲ କରିଛନ୍ତି । ସେ ଖୁବଶୀଘ୍ର କାର୍ଯ୍ୟରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ । ଏବେ ତାଙ୍କର ବର୍ତ୍ତମାନ ତାଲିମ ଚାଲିଛି । ସେ ମିଗ-୨୧ ଓ୍ବାଇସନ ଉଡାଉଛନ୍ତି ।
ଏହା ପୂର୍ବରୁ ସେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ମିଗ ଉଡାଇସାରିଛନ୍ତି । ୨୦୧୬ରେ ଆଇଏଏଫରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ପାଇଲଟଙ୍କୁ ସାମିଲ କରଯାଇଥିଲା। ଫ୍ଲାଇଟ ଲେପ୍ଟନାଣ୍ଟ ଅବନି ଚତୁର୍ବେଦୀ, ଭାବନା କଣ୍ଠ ଓ ମୋହନା ସିଂହଙ୍କୁ ଫାଇଟର ପାଇଲଟ୍ କମିଶନ ଦିଆଯାଇଥିଲା । ଏବେ ଆଇଏଏଫରେ ସମୁଦାୟ ୧୦ ଜଣ ମହିଳା ଫାଇଟର ଅଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024