ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାର ରାଫେଲ ସ୍କ୍ୱାଡ୍ରନର ପ୍ରଥମ ମହିଳା ପାଇଲଟ ଭାବେ ସାମିଲ ହେବ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂହ । ସେ ବାୟୁସେନାର ରାଫେଲ ସ୍କ୍ୱାଡର ପ୍ରଥମ ମହିଳା ହେବାର ସୌଭାଗ୍ୟ ହାସିଲ କରିଛନ୍ତି । ସେ ଖୁବଶୀଘ୍ର କାର୍ଯ୍ୟରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ । ଏବେ ତାଙ୍କର ବର୍ତ୍ତମାନ ତାଲିମ ଚାଲିଛି । ସେ ମିଗ-୨୧ ଓ୍ବାଇସନ ଉଡାଉଛନ୍ତି ।
ଏହା ପୂର୍ବରୁ ସେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହିତ ମିଗ ଉଡାଇସାରିଛନ୍ତି । ୨୦୧୬ରେ ଆଇଏଏଫରେ ପ୍ରଥମ ଥର ପାଇଁ ତିନିଜଣ ମହିଳା ପାଇଲଟଙ୍କୁ ସାମିଲ କରଯାଇଥିଲା। ଫ୍ଲାଇଟ ଲେପ୍ଟନାଣ୍ଟ ଅବନି ଚତୁର୍ବେଦୀ, ଭାବନା କଣ୍ଠ ଓ ମୋହନା ସିଂହଙ୍କୁ ଫାଇଟର ପାଇଲଟ୍ କମିଶନ ଦିଆଯାଇଥିଲା । ଏବେ ଆଇଏଏଫରେ ସମୁଦାୟ ୧୦ ଜଣ ମହିଳା ଫାଇଟର ଅଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024